STORYMIRROR

Suresh chandra Padhy

Romance

4  

Suresh chandra Padhy

Romance

ନିଝୁମ ରାତି

ନିଝୁମ ରାତି

1 min
39

କବିତା,ନିଝୁମ ରାତି

ସୁରେଶ୍ ଚନ୍ଦ୍ର ପାଢି

ସତେ ଏଇ ରାତି ଟା

        ଭାରି ଅମାନିଆ ଲାଗୁଛି

ତମେ ନାହଁ ବୋଲି

        ଏକା ଏକା ଝୁରି ହେଉଛି

ଶୀତ ରାତି ରେ

        ଦେହ ମୁଁହ ଥରି ଉଠୁଛି

ମନ ତୁମ ହାତ ର

        କୋମଳ ସ୍ୱର୍ଷ କୁ ଖୋଜୁଛି

ଦେହ ର ଉଷ୍ମତା

         ଧିରେ ଧିରେ ବଢ଼ି ଯାଇଛି

ପହିଲି ପ୍ରେମ ରେ

         ନିଝୁମ ରାତି ସଜେଇ ହୋଇଛି

ଖାଲି ତୁମ ଅପେକ୍ଷା

          ଆସିବ ତ ବାଟ ଚାହିଁଛି

ସାଥି ହୋଇ ବୁଲିବା

           ପ୍ରେମ ରାଇଜ କୁ ଆସିଛି

ବୁଗୁଡ଼ା,ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance