STORYMIRROR

Subhashree Behera

Abstract

4  

Subhashree Behera

Abstract

ବର୍ଣ୍ଣାଳୀ

ବର୍ଣ୍ଣାଳୀ

1 min
366

ମନ ଚାହେଁ ,

ସ୍ବପ୍ନର ଦୁନିଆ ରେ ଭିଯିବାକୁ

ପ୍ରଣୟ ପ୍ରୀତି ରେ ହଜିବାକୁ l

ମନ ଚାହେଁ,

ଆକାଶକୁ ଛୁଇଁବାକୁ

ବର୍ଷା ହେଇ ଭିଜେଇ ଦବାକୁ l

ମନ ଚାହେଁ ,

ପକ୍ଷୀଟି ପରି ଉଡି ଯିବାକୁ ...

ଫୁଲ ହୋଇ ଫୁଟି ଯିବାକୁ ...l

ମନ ଚାହେଁ

ସବୁ ସ୍ମୃତି କୁ ସାଉଁଟି ସାତ ରଙ୍ଗ

ଲଗା ବର୍ଣ୍ଣାଳୀ କୁ ବୁଣି ଦେବାକୁ ...

ଆଉ ସ୍ବପ୍ନ ର ଦୁନିଆ ରେ ହଜି ଯିବାକୁ । 



Rate this content
Log in

Similar oriya poem from Abstract