Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Romance Others

3  

Smruti Sephali Meher

Romance Others

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
164



ବିନ୍ଦୁଏ ସିନ୍ଦୂର ଢାଳିଦେଇ

ମାେ ସିନ୍ଥିରେ 

ଗଢିଦେଲ ସଂପର୍କ ଆମ ।

ପ୍ରେମିକାରୁ ସ୍ତ୍ରୀ ସଜେଇ

କରିନେଲ ମାେତେ

ଜନ୍ମ ଜନ୍ମର ସଂଗାତ ।

ଭୁଲିଗଲି ଦଦରା କଷ୍ଟକୁ 

ଦେଖି ତୁମ ପ୍ରେମ ଅନୁରାଗେ ।

ମରୁଭୂମିର ଶୁଷ୍କ ଦେହରେ

ଫୁଟାଇ ପାରିଲ 

ରକ୍ତ ପାରିଜାତ ।


Rate this content
Log in

Similar oriya poem from Romance