STORYMIRROR

Jayashree Nanda

Abstract Romance Classics

3  

Jayashree Nanda

Abstract Romance Classics

ଶିଶିର

ଶିଶିର

1 min
143

ତୁମେ ଯେବେ ଅସ

ସୂର୍ଯ୍ୟ ବି କୋମଳ ହେଇଯାଏ,

ତୁମ ସହ ଉଷ୍ମତା ର ସମ୍ପର୍କ

ତମେ ରଙ୍ଗୀନ କରିଦିଅ

ସମସ୍ତ ଙ୍କୁ, ଶୀତ ପୋଷାକ ରେ

କାକର ବିନ୍ଦୁ ରେ ଚକ୍ ଚକ୍ ଦିଶେ

ମୁକୁତା ପରି ତୁମ ଦିବ୍ୟତା ରେ

ଧୋଇଦିଅ , ପୋଛି ପକାଅ

ଦୂଷିତ ଧୂଳି ଆଣୁ ସବୁ!!

କାଳେ ମନୁଷ୍ୟ ବୁଝିବ, ତୁମ ର

ଏ ପ୍ରୟାସ ପ୍ରେମ କରିବାର!!



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract