STORYMIRROR

Jayashree Nanda

Abstract Romance Fantasy

3  

Jayashree Nanda

Abstract Romance Fantasy

କିଛି ମାଗେନା

କିଛି ମାଗେନା

1 min
191

ତୁମେ ଆଷାଢ଼ ମାସ ର ବରଷା

ତୁମେ ମୋ ମାର୍ଗଶିର ମାସ ର ଶୀତୁଆ ସକାଳ ର ପହଲୀ କିରଣ , ତ କେବେ 

ତୁମେ ମୁକ୍ତା ପରି ଝାଲୁସି ଥିବା ଶିଶିର ବିନ୍ଦୁ,

ଦେଖ ଆଜିବି ସାଇତି ରଖିଛି ତୁମ ପ୍ରେମ, 

 ପ୍ରୀତି ଫରୁଆ ମୋର ଭରିଛି ତୁମ ପ୍ରେମ ସିନ୍ଧୁ!


ତୁମେ ଥାଅ ଯେତେ ଦୁରେ 

ସେତେ ମୋ ମନ ତୁମ ପାଇଁ ଝୁରେନା

ମନ କୁ ବୁଝାଇ ଦେଇଛ ତୁମେ ଏମିତି ଯେ 

ଦେଇ ପାରେ ସିନା ପ୍ରେମ ଅସରନ୍ତି, କିନ୍ତୁ କେବେ କିଛି ମାଗେନା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract