STORYMIRROR

Jayashree Nanda

Romance Classics Fantasy

3  

Jayashree Nanda

Romance Classics Fantasy

ପ୍ରେମ ଋଣ

ପ୍ରେମ ଋଣ

1 min
145

ତୁମେ ମୋ ଦିନ ଗୁଡା ସୁନ୍ଦର କରିଥିଲ କେବେ

ଜମା ବି ଭାବିବନି,

ଯେ ସେ କଥା ମୁଁ ଭୁଲିଯାଇଛି,

ମୋ ଅନ୍ଧାର ରାତିରେ ତୁମେ ହସ ଭରିଛ, 

ମୋ ଦରଦି ଆଖିରେ ଆଲୋକ ଦେଇଛ କେବେ 

ତୁମେ କଣ ଭାବୁଛ,

ମୁଁ ତୁମକୁ ଯାଉଛି ଭୁଲି...

ପ୍ରତ୍ୟକ୍ ଦିନ ମୁଁ ତୁମକୁ ହିଁ ଝୁରେ...

ହୋଇପାରେ କହି ପାରେନା,

ଯତେଇ ବି ପାରୁନି ମୋ ଭଲ ପାଇବାର ଗଭୀରତାକୁ...

ସେମିତି ଢ଼ୋକି ଦିଏ ଶବ୍ଦ ସବୁ , ତୁମ ଆଗରେ 

କିନ୍ତୁ ଆଶା ପାରି ରଖିଥାଏ,

ତୁମେ ଭଲ ପାଇବାରେ ହୋଇପାରେ ଅଭିନୟ

କରି ପରେନା ଆଉ କାହା ପରି

ଦେଇବି ପାରେ ନା,

ଛୋଟ ଉପହାରଟିଏ ବି ତୁମକୁ 

କିନ୍ତୁ ମୋ ଅନ୍ତର ଭିତରୁ ଜଳେ ତୁମ ପାଇଁ ଦିପାଳି

ତୁମ ପରି ହେଉ ରଙ୍ଗୀନ ତୁମ ଦିନ ସବୁ , ଭାରିଯାଉ ତୁମ ପ୍ରେମ ଆକାଶ ଗଲୋପି ରଙ୍ଗରେ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance