Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Nanda

Abstract Romance Classics

3  

Jayashree Nanda

Abstract Romance Classics

କ୍ଷଣ ନିର୍ବାଣ

କ୍ଷଣ ନିର୍ବାଣ

1 min
124


ତୁମ ଚୁମ୍ବକୀୟ କଥା ପଦେ

ମୋ ଅଶାନ୍ତ ମନର ଢେ଼ଉକୁ

କେମିତି ଶାନ୍ତ କରେ ଜାଣେନା

ତୁମ ଆଖିର ଚପଳତା, ତୁମ ଅସ୍ତିତ୍ବର ବାସ୍ନାରେ , ତୁମ ନିଃଶ୍ୱାସର ଉଷ୍ମତାରେ ,

ମୁଁ ପାଇଯାଏ ମୋର ନିର୍ବାଣକୁ ।

ମୋକ୍ଷ ବୋଧେ ଏମିତି ହିଁ ଲାଗୁଥିବ, 

ତୁମେ ଅଛ, ସଂସାର ଅଛି

ତେଣୁ ଏହା ହିଁ ମୋର ସ୍ଵାଧୀନତା 

ମୋ ଅନ୍ତରର ଚିରସ୍ଥାୟୀ ପୂର୍ଣ୍ଣତା ।।



Rate this content
Log in

Similar oriya poem from Abstract