Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଗଣେଶ୍ୱର ବେହେରା

Fantasy

3  

ଗଣେଶ୍ୱର ବେହେରା

Fantasy

ବିଜ୍ଞାନର ଯାଦୁ

ବିଜ୍ଞାନର ଯାଦୁ

1 min
123


ଯଦି ମୋବାଇଲ ର ସୁଇଚ୍ ଟିପୁ ଟିପୁ 

ଶ୍ରୋତା ପାଖରେ ହଠାତ୍ ପହଞ୍ଚି ଯାଆନ୍ତେ 

କେମିତି ହୁଅନ୍ତା !


 ଯଦି ଏମିତି ଏକ ପୋଷାକ ଆବିଷ୍କାର ହୁଅନ୍ତା 

ଆମେ କାହାରିକୁ ଦେଖା ନ ଯାଆନ୍ତୁ 

କେମିତି ହୁଅନ୍ତା !


ଯଦି ଗାଡିମୋଟର ଧୂଆଁରୁ 

 ମୂଳ ଇନ୍ଧନ ପୁନଃଚକ୍ରଣ ହୋଇପାରନ୍ତା 

 ଆଉ ପ୍ରଦୂଷଣ ହୁଅନ୍ତାନି 

କେମିତି ହୁଅନ୍ତା !


ଯଦି ଶକ୍ତି ଅପଚୟ ନ ହୋଇ 

ମୂଳ ବସ୍ତୁ ମିଳିପାରନ୍ତା 

ଶକ୍ତି ସଙ୍କଟ ହୁଅନ୍ତାନି 

କେମିତି ହୁଅନ୍ତା !


ଯଦି କୋଷ ନଷ୍ଟ ବା

 ଦୁର୍ବଳ ହୁଅନ୍ତାନି

ମଣିଷ ଆଉ ମୃତ୍ଯୁବରଣ କରନ୍ତାନି 

କେମିତି ହୁଅନ୍ତା!


ଯଦି ଏଲିଏନ୍ ମାନଙ୍କ ସନ୍ଧାନ ମିଳନ୍ତା 

ଅନ୍ୟ ଗ୍ରହକୁ ଆମେ ପିକନିକ୍ ରେ ଯାଆନ୍ତେ 

କେମିତି ହୁଅନ୍ତା !


Rate this content
Log in

Similar oriya poem from Fantasy