Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Horror Tragedy Inspirational

3  

Bharatabandhu Biswal

Horror Tragedy Inspirational

ବିଦାୟ ସେନାପତି

ବିଦାୟ ସେନାପତି

1 min
306



ମାଆ ଦେଶମାଟି   କାନ୍ଦୁଛି ବାହୁନି

     ବୀରପୁତ୍ର ତା ବିପିନ

ଦୁର୍ଘଟଣା ଯୋଗୁ   ହରାଇଛି ତାର

     ଅମୂଲ ମୂଲ୍ୟ ଜୀବନ ।


ସର୍ବୋଚ୍ଚ ପଦରେ   ଅଧିଷ୍ଠିତ ବୀର

     ବୀରତ୍ବ ଅପରିସୀମ

ଜାଣି ନଥିଲା ସେ  ପଛଘୁଞ୍ଚା ଯୁଦ୍ଧେ

     ଶତ୍ରୁଙ୍କର କାଳଯମ ।


କୁଳୀନ କୁଶଳୀ    ଥିଲା ଅଦ୍ୱିତୀୟ

    ସିଂହ ସମ ପରାକ୍ରମ

ପୈ।ରୁଷକୁ ତାର   ଡରୁଥିଲା ଶତ୍ରୁ

    ଶୁଣିଦେଲେ ମାତ୍ର ନାମ ।


ହେ ସୂର୍ଯ୍ୟ ବିପିନ   ରାୱତ ଅମର

     ଶହୀଦ ମହାନାୟକ

ଅର୍ପଣ କରୁଛୁ     ଶରଧା ସୁମନ

    ଅନ୍ତରୁ ଗଭୀର ଶୋକ ।

       



Rate this content
Log in

Similar oriya poem from Horror