Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ବିଚ୍ଛେଦ

ବିଚ୍ଛେଦ

1 min
178



କଥା ଦେଇ ଯଦି    ନ ରଖିବ କଥା

      ତୁଟିଯିବ ସୁବିଶ୍ୱ।ସ

ଭାବିଚିନ୍ତି ଯଦି     ଦେଇଛ ସମ୍ମତ୍ତି

      ରକ୍ଷାକର ନିଜ ବାକ୍ୟ ।


ମଣିଷ ନିଜର    ଗୋଟିଏ ମୁହଁରେ

      ହଁ ବା କରିବ ନାହିଁ

ଟୁଙ୍ଗାରିଲେ ମୁଣ୍ଡ    ଏଣ୍ଡୁଅ ପ୍ରାୟକ

      ମହତ୍ତ୍ଵ ରହଇ ନାହିଁ ।


ସ୍ୱ।ର୍ଥରେ ମଣିଷ   ହୋଇଯାଏ ଅନ୍ଧ

      ଭୋଗସୁଖ ବଶବର୍ତ୍ତୀ

କାଟେ ସୁସମ୍ପର୍କ    ଚାରି ଦଉଡିକି

      ସହଜେ ସୁବିଧାବାଦୀ ।


ଜୀବନର ଯାତ୍ରା   ନ ହେଉ ବ୍ୟାହତ

     ମୈ।ଳିକତା ପ୍ରଦୂଷିତ

ଜୀବନ ସୁମନ    ନ ହେଉ ବିନଷ୍ଟ

     ବାସହୀନ କୀଟ ଦ୍ର°ଷ୍ଟ ।


ବିଚ୍ଛେଦ କାରକ    ସମାଜ କଳଙ୍କ

      ଜର୍ଜରେ ହୃଦୟ ପ୍ରାଣ

ସମୀଚିନ ଅଟେ    ଏକନିଷ୍ଠ ଭାବ

      ସହିଷ୍ଣୁତା ଆଚରଣ ।

          



Rate this content
Log in

Similar oriya poem from Tragedy