STORYMIRROR

Sanjya Tripathy

Abstract

4  

Sanjya Tripathy

Abstract

ବିବେକ କେବେ କେମିତି ରାତ୍ରିର ଅଂଧକ

ବିବେକ କେବେ କେମିତି ରାତ୍ରିର ଅଂଧକ

1 min
371

ବିବେକ

କେବେ କେମିତି ରାତ୍ରିର ଅଂଧକାଳରେ

ମୁଁ ବିବେକ ପାଖକୁ ଯାଏ

ଦେଖିବାକୁ ଯେ ଏହା ଶ୍ଵାସ ନେଇଛି ନା ନାହିଁ

କାରଣ ପ୍ରତିଦିନ ଏକା ଏକ ଧୀର (କ୍ଷଣିକା) ମୃତ୍ୟୁ ପାଇଅଛି ।

ଯେବେ ମୁଁ ଏକ ବର୍ଷାବ୍ୟ ହୋଟଲ୍‌ ବିଲ୍‌ ପେମେଣ୍ଟ କରେ

ମୁଁ ବିବେକ କୁ ଅଣ୍ଡାଳେ

ଦେଖିବାକୁ କି ଏହା ବଂଚିଛି ନା ନାହିଁ

କାରଣ ପ୍ରତିଦିନ ଏକ ଧୀର ମୃତ୍ୟୁ ଏ ମରୁଛି ।

ଯାହାକି ଏକ ସିକ୍ୟୁରିଟି ଗାର୍ଡର ମାସକର ଦରମା

ଏବଂ ମୁଁ ତତ୍‌କ୍ଷଣାତ୍‌ ସେ ଭାବନାଟିକୁ ଭୂଲିଯାଏ ।

ଯେତେବେଳେ ମୁଁ ପରିବା କିଣେ

ଏବଂ ତାର ପୁଅ “ଛୋଟୁ” ହସି ହସି ପରିବା ଓଜନ କରେ

ଯେ କି ଏବେ ସ୍କୁଲରେ ପଢୁଥିବା କଥା

ମୁଁ ଦୃଷ୍ଟି ଫେରାଇ ନିଏ- ବିବେକଟି ଟିକିଏ ମରିଯାଏ ।

ପୁଣି ଯେବେ ମୁଁ ଏକ ଜିଲ୍ଲାଇନର୍ ପ୍ରେମ କିଣେ

ଯାହାକି ଏକ ବୋମା ଠାରୁ ମୂଲ୍ୟବାନ

ଏବଂ ଛକରେ ସୀତସୀଆଁ ଫିସ୍‌ ଯାଇଥିବା ସ୍ତ୍ରୀ ଲୋକକୁ ଦେଖି

ଯେ କି ପାରୁପର୍ଯ୍ୟତ ଲଜ୍ଜା ନିବାରଣ ପାଇଁ ଚେଷ୍ଟା କରୁଥିଲା

ଠିକ୍ ସେତିକି ବେଳେ ବିବେକଟି ପୁଣି ଟିକେ ମରିଯାଏ ।



Rate this content
Log in

Similar oriya poem from Abstract