Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mallika singh

Abstract

3.8  

Mallika singh

Abstract

ବହୁରୂପା

ବହୁରୂପା

1 min
165


ଧାର୍ମିକ ତୁମେ ଛିଞ୍ଚାଡି ଦେଇ ଚାଉଳ ମୁଠିଏ

 ବିଂଛାଡ଼ି ପାର ଜାଲ

ହସରୁ ତୁମର ଝରୁଥାଏ ବିଷ

ମମତାରେ ଚଳ ଖୁର ।

ତ୍ୟାଗ ରୁ ତୁମର ଭୋଗ ବିଳ।ଷ ର

ବାସନା ଚହଟି ଉଠେ

କୋମଳ କଥା ଯେ କରତ ର ଧାର

ଈଶାରା ରେ ବୋମା ଫୁଟେ ।


ଆଦର୍ଶ ରୁ ତୁମ ଆତ୍ମ mଦିଣ୍ଡିମ ର

 ଅହମିକା ଆସେ ଛୁଟି

ହକିମ୍ ତ ତୁମ ହୁଙ୍କାର ନାଦ ସ୍ଲୋଗାନ

ତୁମ ର ସ୍ୱାର୍ଥ ର ଜୟ ଗୀତି ।


ଭାଷଣ ରେ ଶତ ସଂଜମ ଦୀକ୍ଷା

 ଦେହରେ କାମନା ଜଳେ

ତୁମ ପାଇଁ କେତେ ନୀରିହ କଳିକା

 ଅବେଳ ରେ ଝରି ପଡେ ।

ଶାସନ ନାଆଁ ରେ ଶୋଷି ନିଅ ଲହୁ

 ସବୁଠି ତୁମର ଫନ୍ଦି

 ଆମ୍ବ ଗଛେ ପାର ପଣସ ଫଳାଇ

ପୁଣି ସମୁଦ୍ର କୁ କାଟ ସିନ୍ଧି ।



Rate this content
Log in

Similar oriya poem from Abstract