Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Romance

3  

Jagannath Das

Romance

ଭୁଲକଲୁ ପ୍ରିୟତମା--------------

ଭୁଲକଲୁ ପ୍ରିୟତମା--------------

1 min
154



ଭୁଲ କଲୁ ପ୍ରିୟତମା

ଭୁଲକଲୁ ଆଜି

ଚଇତି ବାଆ ବହିଯାଉଛି

ଅଙ୍ଗେ ମୋର ବାଜି ପଦ l

      

ଜୀବନର ସେ ବସନ୍ତ ତ 

ଯାଇଛି ଉଡି ପକ୍ଷୀବତ

ତରୁଣ ପ୍ରାଣ ସ୍ବପ୍ନପୁରୀ ଯାଇଛି

ଆଜି ଭାଜି

ଭୁଲ କଲୁ ତୁ ଚଇତି ବାଆ

ଅଙ୍ଗେ ମୋର ବାଜି l

    

ପରାଣ ମୋର ତପ୍ତମରୁ

ନୀରସ ତନୁ ଆମ୍ର ତରୁ

କହଲୋ କହ କେ ବସି ଆଉ

କୁ କୁ କୁ ଗାଉଛି ଆଜି

ମନ ମୋ ଲାଖି ଯାଉଛି ରଞ୍ଜି l

      

କାହିଁ ସେ ନୀଳକୁନ୍ତମଣୀ

ତରୁଣ ହୃଦ ଆହ୍ଲାଦିନୀ

ଅଛିକି ଆଉ ଯୈାବନର 

ପ୍ରଣୟ ସୈାମ୍ୟରାଜି l

       

ଯାରେ ଚାଲି ଯା

ଯାରେ ଚାଲି

ବସନ୍ତ ତୁ ଚାଣ୍ଡେ ଚାଲିଯା l


ବ୍ୟର୍ଥ ତୋର କୁହୁକ ବାଜି

ବ୍ୟର୍ଥ ସବୁ ବ୍ୟର୍ଥ ଆଜି

ଏ ପ୍ରାଣେ ବିପୁଳ ଶୁନ୍ୟତା

ରାଜୁତି କରେ ଆଜି l


     


Rate this content
Log in

Similar oriya poem from Romance