STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ଭ୍ରମ

ଭ୍ରମ

1 min
4

କଥା ମୋର ନୁହେଁ ବ୍ୟଥା 
କଥା ମୋର ନୁହେଁ ବୃଥା 
କଥା ନୁହେଁ ମୋର ଅନ୍ୟଥା 
ଜୀବନଟା ଅନ୍ତହୀନ 
ଶେଷଶୂନ୍ୟ ଯାହାବି 
କହିଲେ ଠିକ ହେବ
କିନ୍ତୁ କାହିଁକିଯେ ଭ୍ରମ 
ହୁଏ, ମୁଁ ଖୋଜେ ଯେବେ 
ସତ୍ୟତା, ନିଷ୍ଠୁର ବାସ୍ତବତା 
ସେତିକିବେଳେ ଜୀଵନ 
ବୈଶାଖ ମଧ୍ୟାହ୍ନ ଲାଗେ 
ଯେବେ ମୁଁ ବାସ୍ତବତା 
ଠାରୁ କିଂଚିତ ଦୁରେଇ ଯାଏ 
ସେତେବେଳେ ମୁଁ ଭ୍ରମିତ ହୁଏ...


Rate this content
Log in

Similar oriya poem from Abstract