STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଭୋକ

ଭୋକ

1 min
196

ଥନରୁ ନିଗୁଡୁ ନଥିଲା କ୍ଷୀର

ତଥାପି

ଦାନ୍ତ ରଗଡ଼ିିରଗଡ଼ି ,

ଶୋଷି ଚାଲୁଥିିିଲା କୁନି ଛୁୁଆଟେ

ମାଆ ଟି ସକାଳୁ ବୋହୁଛି ମାଟି

ନିଘାନାହିିଁଁ,

ଦେହ ମୁୁଣ୍ଡ ,ଛାତିକୁ ଦେଖି ବାକୁ

ଏଠି ସମୟ ନଥାଏ ମରିିିବାକୁ

ପେଟରେ ତାର ପେଟେ ଭୋକ।

ଠିକାଦାର ଆଖି ରେ ବି ଦେଖୁଥିଲା

ଅସମ୍ଭବ ଭୋକ କୁ।

ମାଆ ଆଖିରେ ତଥାପି ବିଶ୍ୱାସ

ଆଜି ମୂୂୂଲରେ,ଭଲଗଣ୍ଡେ 

ଖାଇବ, ଖୁୁଆଇବ ତା ଭୋକିଲା ଛୁଆକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract