STORYMIRROR

Gayatri Singh

Abstract Classics Others

3  

Gayatri Singh

Abstract Classics Others

ଭୋଦୁଅ ଜହ୍ନ

ଭୋଦୁଅ ଜହ୍ନ

1 min
258

ଭୋଦୁଅ ଜହ୍ନ ଟା ଲାଜେଇ ଲାଜେଇ

ବାଦଲ ରେ ଲୁଚିଯାଏ ।


ଶୁଭ୍ର କାଶତଣ୍ଡି ନଦୀପଠା ପରେ

କେତେ ଯେ କାହାଣୀ କହେ ।


ସେଦିନ ସବୁ ଅତୀତ ହେଲାଣି

ସେ କଥା ସବୁ ସ୍ମୃତି ।


ଭୋଦୁଅ ର ଝର ଭିଜେଇ ପାରିନି

ବିତି ଯାଇଥିବା ରାତି ।


ତୁମେ ଥିଲ ମୁଁ ଥିଲି ନୀରବତା ଥିଲା

ଭୋଦୁଅ ର ଝର ଖାଲି କଥା କହୁଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract