STORYMIRROR

Gayatri Singh

Classics Inspirational Others

4  

Gayatri Singh

Classics Inspirational Others

କ୍ଷେତ୍ରେ ତୁ ପୁରୁଷୋତ୍ତମ

କ୍ଷେତ୍ରେ ତୁ ପୁରୁଷୋତ୍ତମ

1 min
6

ସୁଖରେ ଦୁଃଖରେ ଚାଲିଛି ସଂସାର

ସବୁତ ତୁମରି ଦାନ

କିପରି ପୂଜିବି କିପରି ଭଜିବି

ତବ ପାଦପଦ୍ମେ ରହୁ ଧ୍ୟାନ ।

ଦୋଷାଦୋଷ ମୋର ଧରିବ ନାହିଁ

ତୁମକୁ ରହିଲା ରାଣ

ମୋ ଉପରେ କୃପା ଦୃଷ୍ଟି ରଖିଥିବ

ବସି ରତ୍ନ ସିଂହାସନ

ତୁମ ସହ ମୋର ଭାବ ଦିଆ ନିଆ 

ଏଇମିତି ରହିଥାଉ 

କା ଆଗେ କହିବି ହୃଦୟ ର କଥା 

ତୁମେ ପ୍ରଭୁ ଥାଉ ଥାଉ ।

ବଡ ବଡ ବୋଲି ବାନା ଉଡୁଅଛି 

ତୁମେ ତ ବଡ ଠାକୁର

ଏଇ ବଡ ପଣ ରହିଥାଉ ସଦା

ମୋ ପାଇଁ ହେବନି ନିଷ୍ଠୁର ।।


Rate this content
Log in

Similar oriya poem from Classics