Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance Others

2  

kahnu charan sahu

Romance Others

ଭଲ ପାଇଦେଖ

ଭଲ ପାଇଦେଖ

1 min
8



କେବେ ଭଲ ପାଇଦେଖ

ଆଉ କାହାକୁ ଭଲ ପାଇଲା ପରି

ବୁଝିପାରିବ ମୋ ଆବେଗ ଅନ୍ତରର !


କେବେ ଆଉ କାହା ସହ 

ଚଗଲାମୀ କଲାପରି ମୋ ସହ

ଚଗଲାମୀ କରିଦେଖ

ଦୁଃଖରେ ବି ନିଧୁମ ହସିବ 


ତୁମେ ଭାବୁଥାଇ ପାର

ହେଲେ ଦେଖିନି ମୁଁ ଦେଖିବିନି

କାରଣ ଜାଣିଛ ସେତିକି ଭଲପାଏ

ପାଉଥିବି ତୁମେ ଚାଲିଗଲା ପରେ ବି !


ତୁମେ ସିନା ବୁଝିପାରିଲନି

ମୋ ପ୍ରେମର ଗାଢ଼ତା

ଅଭିନୟ ନ ଥିଲା, ଥିଲା ବାସ୍ତବ

କେବେ ଯଦି ସମୟ ମିଳେ

ଅନୁଭବ କରିଦେଖିବ

ତୁମେ ଭିତରେ ମୋତେ !


ଏଇ, ବେଳେବେଳେ ଖୁବ କଷ୍ଟହୁଏ ୟାର

ମୁହଁ ଖୋଲି କହିପାରେନି 

କେବଳ ତୁମେ ମନ ଦୁଃଖକରିବି ବୋଲି ।।


Rate this content
Log in

Similar oriya poem from Romance