STORYMIRROR

Krushna Chandra Dakua

Abstract Others

3  

Krushna Chandra Dakua

Abstract Others

ଭିର୍ଣ୍ଣ ସମୟ

ଭିର୍ଣ୍ଣ ସମୟ

1 min
11.5K

ଜୀବନଟା ମୋର ଥିଲା ଗୋଟେ 

ସାଧା କାଗଜଟେ

ଦିନେ ଅବେଳେ 

ମୁଁ ମତେ ବସିଲି ଆଙ୍କି

ସମୟ ଶେଷରେ ସହଜେ ଜାଣିଲି

ମୁଁ ଏକା ଗୋଟେ

ଅଣନିଶ୍ଵାସେଟେ ବୋଲି 

ଏକାନ୍ତରେ ବସି ଭାବିଲି ଅତୀତ

ପାଇଲି ମୁଁ କେତେ ସୁଖ ଦୁଃଖ

ମଣିଷ ଜୀବନ କାଟିବାଟା ଏଠି

ନୁହେଁ ତ ସରଳ ସତେ ଅବା ଭୟଙ୍କର

କହିବେ ନିଜର ନିଜର

ନିଜ ଅଭିଳାଷ ସରିଲେ

ନିଶ୍ଚେ ହୃଦୟ ଜାଣିବ

ଏ ମଣିଷ ଜୀବନ ନୁହେଁ ତ କାହାର

ସ୍ୱାର୍ଥ ହାସଲ ହୋଇଲେ

ବୋଧେ ଏ ଜୀବନ ନିଜେ ନିଜର 

ବନ୍ଧୁତାର ମୂଲ୍ୟ 

କେହି ବୁଝିଲେନି 

ସ୍ୱାର୍ଥ କୁ କରି ହାସଲ 

ଏମିତି ବି ମୋତେ କେହି 

କେବେ ପାଇବନି

ଏହାତ ମୋ ଶେଷ ଚୟନ ବୋଲି...!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract