STORYMIRROR

Krushna Chandra Dakua

Others

3  

Krushna Chandra Dakua

Others

ନାରୀ ଶକ୍ତି

ନାରୀ ଶକ୍ତି

1 min
158

ଶିକ୍ଷା ସଂସ୍କୃତିରେ ନେହିଲେ ବିକାଶ

ହଟିବନି ଜମା ସମାଜରୁ ଅନ୍ଧକାର 

ନାରୀ ଜାଗରଣ ନାରୀ ସଶକ୍ତିକରଣ

ନ ହୋଇଲେ ହେବ ସବୁ ଅନ୍ଧକାର 

ତେଣୁ ପରା ଗଞ୍ଜାମ ଜିଲ୍ଲା ପ୍ରଶାସନ

ହାତକୁ ନେଇଛି ନିର୍ଭୟ କଢି ଅଭିଯାନ

ଗାଁରୁ ସହର ଲୋକଙ୍କୁ 

ସଚେତନ କରି ଶିଖାଉଛି 

ନାରୀ ସଶକ୍ତିକରଣ ସ୍ୱତନ୍ତ୍ର ଅଧିକାର 

ଏସବୁ ଦାୟିତ୍ୱ ସମ୍ପାଦନ କରୁଛନ୍ତି

ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନ୍ ୱାଡି ସହାୟକ

ତାଙ୍କୁ ପ୍ରଥମେ ଆଜିର ଦିନରେ ନମସ୍କାର 

ହଁ ତାଙ୍କୁ ପ୍ରଥମେ ଆଜିର ଦିନରେ ନମସ୍କାର 

ନାରୀ ଜନମ ଭାଇ ନୁହଁଇରେ ପାପ

ନାରୀଙ୍କୁ ମିଳୁଛି ନବୀନ ଓଡିଶାରେ ସ୍ୱତନ୍ତ୍ର ଅଧିକାର

ନାରୀଙ୍କ ପାଈଁ ପ୍ରେରଣା ପ୍ରମିଳା ମାଉସୀ 

ଆଜି ସବୁଠି ସୁଭୁଚି 

ନାରୀ ଶକ୍ତିର ଜୟ ଜୟକାର  

ନାରୀ ଶକ୍ତିର ଜୟ ଜୟକାର  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍