ଭାରତ୍ ମାଟିର୍ ଛୁଆ ମୁଇଁ
ଭାରତ୍ ମାଟିର୍ ଛୁଆ ମୁଇଁ
ଭାରତ୍ ମାଟିର୍ ଛୁଆ ମୁଇଁ
ମନଟା ମୋର୍ ପର୍ଚ୍ଛା
ଜୀବନ୍ ଦେଇ ତ୍ରିରଙ୍ଗା କେ ମୋର୍
କର୍ମି ପୁରଥି ନ ଉଁଚା ।
ଦେଡ୍ ସ କୁଟି ଭାଇବୁହେନ୍ ଆମେ
କେନସି ନ ନାଇଁ ହାରୁଁ
ଭଲ୍ କାମ୍ ଆରୁ ନିଏ ଥିଁ ରହେମା
କାହାକେ ଭିଲ୍ ନାଇଁ ଡରୁଁ ।
ଚାହେଁଲେ ଚକେଲ୍ ଗଢଲେ ମଡ଼ା
ଜୀବନ୍ ଥିବାର୍ ଯାଏ
ଭାରତ୍ ମାଆର୍ ସେବା କର୍ମା
ଗାଉଥିମା ତାର୍ ଜଏ ।
ଦୁନିଆଁ ଦେଖବା ଆମର୍ ବଲ୍
ଚାସି ଭାଇର୍ ରକତ୍
ଆମର୍ ବିର୍ ଯବାନ୍ ମାନକର୍
କେତେ ଅଛେ ଯେ ତାକତ୍ ।
ଆଝିର୍ ଆମେ କିରିଆ ପାର୍ମା
ଗଣତନ୍ତ୍ରକେ କର୍ମା ଟାନ୍
ଯାହା ହେଲେଁ ଭିଲ ଭାରତ୍ ମାଟିର୍
ରଖମା ଟେକ୍ ଆର୍ ମାନ୍ ।