STORYMIRROR

Debabrata Barik Debunu

Romance Tragedy

4  

Debabrata Barik Debunu

Romance Tragedy

ଭାଙ୍ଗି ଦେଲୁ ହୃଦୟ

ଭାଙ୍ଗି ଦେଲୁ ହୃଦୟ

1 min
149


     ତୁ ହସେଇଲୁ ଅଳପ

କନ୍ଦେଇଲୁ ବେଶୀ ll


     ତୋ ସାଥି ରେ ନେଇଗଲୁ

 ମୋର ସବୁଜାକ ଖୁସି ll


     ମୋ ଜୀବନେ ଖୁସି ନାହିଁ

ଅଛି ଖାଲି ଦୁଃଖ ll


      ପ୍ରେମ ମୋର ବୁଝି ଲୁନି

ଏତେ ଭଲ ପାଇକି ll


       କେମିତି ତୁ ଚାଲି ଗଲୁ

ହୃଦୟ ମୋ ଭାଙ୍ଗିକି ll


      ଯେମିତି ତୁ ଭାଙ୍ଗି ଦେଲୁ

ହୃଦୟକୁ ମୋର ll


      ସେମିତି ନଘଟୁ ପ୍ରିୟା

ଜୀବନରେ ତୋର ll


        ନେଇଥିବା ଖୁସି ସବୁ

ତୁମେ କେବେ ଫେରେଇବ ll


        ନିଜ ଘର ସଜାଡି ପୁଣି

ମତେ ଛାଡି ଦେଲ ll


      ଏତେ ସ୍ୱାର୍ଥପର ପ୍ରିୟା

 କେମିତି ତୁ ହେଲୁ ll


      ଆଉ କାହା ଜୀବନରେ

ତୁ କେମିତି ଖେଳିଲୁ ll



Rate this content
Log in

Similar oriya poem from Romance