Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Classics Inspirational Others

3  

Papu parida

Classics Inspirational Others

ଭାଇ ଙ୍କ ଜନ୍ମଦିନ

ଭାଇ ଙ୍କ ଜନ୍ମଦିନ

1 min
162


ଗମ୍ଭୀର ଚାହାଣୀ   ମୁଖେ ସ୍ମିତ ହାସ

ବିପଦରେ ସିଏ ବନ୍ଧୁ

କ୍ଷୁଦ୍ର ଜଳବିନ୍ଦୁ   ଆମେ ରେ ସଭିଏଁ

ସେ ଆମର ମହାସିନ୍ଧୁ।


ମାତା ଭାରତ ର  ଜାଗ୍ରତ ପ୍ରହରୀ

ଶତ୍ରୁ ପାଇଁ ମହାକାଳ

ଦରଦୀ ର ଦୁଃଖ  ଦେଖି ପାରନ୍ତିନି

ମଣିଷ ଏକ ବିରଳ।


ସେବା ର ପ୍ରତୀକ ସୀମାରେ ସୈନିକ

ଧନ୍ୟ ତୁମେ ସୁସନ୍ତାନ

ଧନ୍ୟ ସେଇ ମାତା ଧନ୍ୟ ସେଇ ପିତା

ଧନ୍ୟ ସେ ପାଣି ପବନ।


ପ୍ରେରଣା ର ସ୍ରୋତ ଆଦର୍ଶ ପୁରୁଷ

ଆମ ପ୍ରିୟ ଶିବ ଭାଇ 

ପୁଲକିତ ହେଉ ଚଲାପଥ ତୁମ

ଜଗା..ରଖନ୍ତୁ ଘଣ୍ଟ ଘୋଡାଇ।


Rate this content
Log in

Similar oriya poem from Classics