Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan kumar Sahu

Classics Crime

3  

Tapan kumar Sahu

Classics Crime

.... ଭାବନା ......

.... ଭାବନା ......

1 min
272


 

 

ଦିନେ ମୁଁ ରାତିରେ ଅଭୂଲା ସେ ଶ୍ରୁତିରେ 

ହଜିଥିଲି ତମ ଭାବନାରେ 

କାକର ବି କହୁଥିଲା କାନେ ମୋର 

ଭଜମନେ ପୂଣ୍ୟ ପ୍ରୀତିରେ || ୧ ||


ସେ ମୋ ପ୍ରଥମ କବିତା ଓ ଚିଠି

ଥର ଥର ହାତେ ଲୁହମିଶା 

ପୁଣି କେବେ ହାତ କାଟି ତମ ନାଁ ଲେଖା 

ବୋଧହୁଏ ମିଛ ସପନର ବାଉଳା 

ଆଉ କେବେ ବାଟ କାଟି ଚାଲିଯିବା 

କରିଦେଇ ମୋତେ ଲୋକହସା ||୨ || 


ଗାଁ ବରଗଛେ ଭୁତ କଥା , କେବେ କୂଳଭୂଆସୁଣୀ 

ଆଉ କେତେ କାକଳିର ନୀରବ ଅଭିସାର  

କାର୍ତ୍ତିକ ବୁଡ ସାଥେ ସେ ଦିନର ଅଭୂଲା ଗୀତି 

ହଁ ମନେପଡେ ତମକଥା ପ୍ରତିଦିନ ପ୍ରତୀଟି ମୂହୁର୍ତ୍ତ

ବୋଧେ ଆଉ ଥରେ ତମେ ଆସୁଛ ବୋଲି |୩।

   


 


Rate this content
Log in

Similar oriya poem from Classics