Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan kumar Sahu

Drama Crime

4.5  

Tapan kumar Sahu

Drama Crime

ଚାଲ ଭୂତିଆର ହେମା

ଚାଲ ଭୂତିଆର ହେମା

1 min
260



ଭୁତିଆର୍ ହେମା

ହାତ୍ ଗୋଡ ନେ ଚଲୁ 

ପାଉଜ୍ ଗୁଟେକ୍ ଆର୍ ଚଖନେ ସିକାର୍

ଇଛନ୍ ଉଦା ଦୁଲା ହେବା

ଦୁଇ ମାସ ପେଟ୍ ପୁର୍ତୁନ , ଚାଲ୍ ସଁକ୍'ଲିମା

ଭୁତିଆର୍ ହେଇ ।। 


ଜୁଏ ଜଲାବାର୍ ସମିଆଁ

ଉମେଇଁ ଢପ୍'ସି ଯେଇଛେ

ଉଁ କର୍ଲେ ପୁଡଲୁ ।।


ଇ ରଭିଆର୍ ଭାଗ୍ କେ ଫୁନି

ଇ ବେଲକେ ଆଏବାର୍ ଥିଲା

ଲେହେଁଟି ଦେଲେ ଥୁତନା ମୁରି ହେଇଯିବା

ମୁନୁସ୍ ମଡା ହେବାରକ୍ କେଁ ସମୀୟ ଲାଗବାଯେ 

ଭୁତିଆରର୍ ଦୁକ୍ କେ ଚିହ୍ନସି ll


ଆମ୍ ଟାକୋକେ ଚୁସ୍'ବାର ଲୋକ ଫୁନି 

ଦବଡି ଦେସି, ପତକା ଗୁଟେକ ହାତେ ଧରସି

ମଦ ପଏଟେ, ଚଖନେ ସିକାର୍

ମୁନୁଷ ପନିଆଁର ମୁଲ୍ ଚାଲ୍ ଭିତରେ  

ଆଏବାର ସୁଖ କେ କେନ ଗୁଚ୍ଛାକେ ଫିକିକିନା

ପେଟ୍ କେ ମୁଠେ, ଭରବାର୍ ସୁକଥି

ଦୁଇ ଦିନିଆ ଭୁତିଆର୍ ହେସି,

ଜଅଁରାକେ କେ ତାର ମୁହୁଁଥି ବାନ୍ଧି ll


ଭୁତିଆର, ନେତା, ଗାଡି

ଭୋକ୍, ସୋସ୍,ଉପାସ୍

ଦୁଇ ଦିନିଆ ମିତ୍ ମାରସାଦ୍

ଆଏବା ଯିବା ଆର୍ କେତେ ବଛର୍ ଲାଗି 

କୁର୍ଚିକେ ଉସ୍ମେଇ ବସବାର ଘିଚାଟନା ଭିତରେ

ଉସତ୍ ମୁନୁସ୍ ଆପରି ଚମାରି ମର୍ବା ll



Rate this content
Log in

Similar oriya poem from Drama