STORYMIRROR

Tapan kumar Sahu

Romance

3  

Tapan kumar Sahu

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
277


ଗୋଲାପୀ ସଜନୀ ଗୋଲାପ ଦେଇକି 

ହୃଦୟେ କରିଲ ଘର

ମନେ ରହିଗଲା ଆଜିର ଦିବସ

କରିବିନି କେବେ ପର ll


ଗୋଲାପ ପରି ଗୋ ତୁମକୁ ହୃଦୟେ

ସାଇତି ରଖିବି ମୁହିଁ

କଥା ଦେଲି ସାଥି ଏହି ଆମ ପ୍ରୀତି

ପାରିବେନି କେହି ଛୁଇଁ ll


ଅଦିନ ଆକାଶେ ଜୋଛନା ଆସିଲା

କୁସୁମେ ବାସ ଦେଖି

ସାଇତା ମନଟା ସମର୍ପି ଦେଲିମୁଁ

ତୁମକୁ ହୃଦୟେ ରଖି ll 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance