STORYMIRROR

Dipti Behera

Abstract Tragedy

2  

Dipti Behera

Abstract Tragedy

ଅଶ୍ରୁ

ଅଶ୍ରୁ

1 min
62

ଅଶ୍ରୁ ଧାର ଧାର ଆଖିରୁ ମୋହର

  ବହିଯାଏ ଗଙ୍ଗା ପରି

ନାରୀ କି ପୁରୁଷ ଜାଣେ ନାହିଁ ସେ

  ବହି ଚାଲିଥାଏ ଝରଣା ପରି

ଆଖିର ମୋତି ନୁହେଁ ସେ ଜଳ

 ଗଙ୍ଗା ନୁହେଁ ସେ ହେଲେ ଭାରି ନିର୍ମଳ

ଆଖିରେ ଜନ୍ମ ତା ଆଖିରେ ବାସ

 ଯାହା ପାଇଁ ଝରେ ତାର କରିଦିଏ ସର୍ବନାଶ

ପବିତ୍ର ତାର ଜଳ ରାଶି

ସବୁ ଦୁଃଖ କଷ୍ଟ ତାରି ସ୍ରୋତରେ ଯାଏ ଭାସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract