STORYMIRROR

Dipti Behera

Others

3  

Dipti Behera

Others

ଜୀବନ ଓ ମୃତ୍ୟୁ

ଜୀବନ ଓ ମୃତ୍ୟୁ

1 min
1.9K

ଜୀବନ ମୃତ୍ୟୁ ର ଏହି ଛକି ଶୂନ ଖେଳରେ

ଜୀବନ ଯାଇଛି ହାରି ମରଣ ପାଖରେ ।


ମରଣ ଜିତିଛି ଆଜି ଜୀବନର ଖେଳ

ଭଦ୍ର ମୁଖା ପିନ୍ଧି ପୁଣି ସାଜିଛି ସରଳ ।


ଜୀବନ ଏକ ରଂଗମଞ୍ଚ

ଏଠି ମଣିଷ ଖେଳେ ଖେଳ ।


ଖେଳ ସରୁ ସରୁ ଏଠି ସାରିଯାଏ ବେଳ।


Rate this content
Log in