STORYMIRROR

Dipti Behera

Tragedy

3  

Dipti Behera

Tragedy

ପରିବର୍ତ୍ତନ

ପରିବର୍ତ୍ତନ

1 min
193

ଜାଣିଥିଲି ଋତୁ ପରିବର୍ତ୍ତନ ହୁଏ

ହେଲେ ମଣିଷ ପରିବର୍ତ୍ତନ ହୋଇଯାଏ ଜାଣିନଥିଲି


ଜାଣିଥିଲି ଜୀବନରେ ବହୁତ କଷ୍ଟ ଆସିବ

ହେଲେ ସେଇ କଷ୍ଟ ମୋର ଅତି ନିଜର ଲୋକଟି ଦବ ଭାବି ନଥିଲି


ଜାଣିଥିଲି ସମସ୍ତେ ମୋତେ ଭୁଲି ଯିବେ

ହେଲେ ତୁ ମୋତେ ଭୁଲିଯିବୁ ଏଇଟା କେବେ ଭାବି ନଥିଲି


ଜାଣିଥିଲି ଆୟୁଷ ପୁରିଗଲେ ସମସ୍ତେ ମରିଯାନ୍ତି

ହେଲେ ଜୀଇଁ ଥାଉଥାଉ ଏମିତି ମାରିଦବୁ ଜାଣି ନଥିଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy