Dipti Behera
Others
ଜୀବନ ମୃତ୍ୟୁର ଏହି ଛକି ଶୂନ ଖେଳରେ
ଜୀବନ ଯାଇଛି ହାରି ମରଣ ପାଖରେ ।
ମରଣ ଜିତିଛି ଆଜି ଜୀବନର ଖେଳ
ଭଦ୍ର ମୁଖା ପିନ୍ଧି ପୁଣି ସାଜିଛି ସରଳ ।
ଜୀବନ ଏକ ରଂଗମଞ୍ଚ
ଏଠି ମଣିଷ ଖେଳେ ଖେଳ
ଖେଳ ସରୁ ସରୁ ଏଠି ସରିଯାଏ ବେଳ ।
ପରିବର୍ତ୍ତନ
ଅଶ୍ରୁ
ରେଳ ଗାଡି ଓ ଭା...
ମା
ପ୍ରିୟା
ମନର ଘର
ଭୂତାଣୁ କରୋନା
ଜୀବନ ଓ ମୃତ୍ୟୁ
ଜୀଵନ ଓ ମୃତ୍ୟୁ