STORYMIRROR

Kshirodra Sahu

Classics Inspirational

2  

Kshirodra Sahu

Classics Inspirational

ଅସାର ଦାୟିତ୍ଵ

ଅସାର ଦାୟିତ୍ଵ

1 min
29


ସତ୍ୟ ଯୁଗର କେ ନାହାନ୍ତି ବାମନ

ଯେ କି ଦେବତାଙ୍କ ହିତାର୍ଥେ

ଦତ୍ୟ ବଳୀଙ୍କର କଷଣ ଦାଉରୁ

ତିିିନି ପଗ ଦାନ ସାଥେେ ।।

ଦାୟିତ୍ଵ ବୋଧ କୁ ନିର୍ବାହନ କରି

ଭୁୁୁୁମି ମାଗି ନେବ କ୍ଷଣେ

ଆଜି ଯାଏଁ କେହି ଅଛି ଏ ଜଗତେ

ଈଶ୍ୱର ବ୍ୟତୀତ ଆନେ ।।

ସଂପାଦିିତ କାହଁ ଅର୍ଜି ଅଛି କରି

ଯଶଖ୍ୟାତି ଅପ୍ରମିତ

କ୍ଷୁଦ୍ର ତନ ମନେ ବୁଦ୍ଧି ସାର ଶୂନ୍ୟେ

ବ୍ୟ ତୀ ତ ଗୁରୁ ଦା ୟି ତ୍ୱ ।।

ଅଚିରେ ସାଧିବ କାହୁଁ ସେ ମାନବ 

ବିିିିଶ୍ଵେ ହୋଇ ଅଛି ଜା ତ 

କର୍ମର କୋୖଶଳଦାୟିତ୍ୱ ର ଜ୍ଞାନ

ମସ୍ତିଷ୍କେ ନାହିଁ ସଞ୍ଚିତ ।।

ଉଠାଇ ଆଞ୍ଜୁଳା ନଭେ ଲକ୍ଷ୍ୟ କରି

ସୂର୍ଯ୍ୟ ଚନ୍ଦ୍ର ତୋଳି ଦେବ 

ଯେତେ ମଣି ଥାା ମୁଁଁ କାର ପଦରେ

ଦା ୟି ତ୍ୱ କି ସାଧି  ଦେ ବ ।।

ବାମନର ଆଶା ଆକାଶ କଇଆଁ

ରଖି କଲେ କାର୍ଯ୍ୟ ମନେ

ଦାୟିତ୍ୱ ଟି କେବେ ସୁଚାରୁ ରୁପରେ

ସାଧି ହେବ କି ନୁୁତନେ ।।

   



Rate this content
Log in

Similar oriya poem from Classics