STORYMIRROR

Tapan Dixit

Romance Abstract Others

2  

Tapan Dixit

Romance Abstract Others

ଅନ୍ୟତମା

ଅନ୍ୟତମା

1 min
2.3K


ଆଜି ବି ତୁମେ ମୋ କାହାଣୀର

ଏକ ନୀରବ ବିଶ୍ଲେଷଣ

ହୃଦୟର ଏଇ ଗୋପନୀୟତାରେ

ଅନ୍ୟତମା ସମ୍ଭାଷଣ,

ନିରୁତ୍ତର ରକ ନିଃସଙ୍ଗ ମୁହୂର୍ତ୍ତେ

ନିଚ୍ଛକ ନୀରବ ସତ୍ତା

ଗଭୀର ନିଶୀଥେ ନିଶ୍ୱାସ ଛୁଆଁ

ବାସନାର ବିବଶତା .. ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance