Liza Senapati
Tragedy
ବାସ୍ ଆଜି ନୁହେଁ ସବୁବେଳେ
ତୋ ଖୁସି ମୋ ଖୁସି,
ଆଶାବାଡି କରିଥିଲି,
ଆଶା ମୋର ଦେଲୁ ଭାଗିଂ,
ଅମାବାସ୍ୟା ର ଅନ୍ଧାର,
ମୋ ପାଇଁ ଲାଗୁଚି ନିଜର,
ଆଖି ଥାଇ ଅନ୍ଧ ମୁଁ ହେଲି,
ତତେ କାଇଁ ଭରସା କଲି।
ପ୍ରେମ ପାଇଁ ତୋର ହେଲି,
ଅନ୍ଧ ବାଟୋଇ ଆଜି ମୁଁ।
କିଛି
ଜୀବନ
ବନ୍ଧନ
ପ୍ରେମ
ଅପରିଚିତ
ଯାଦୁ
ଶୀତ ଋତୁ
ପରିବାର
ହିରୋ
ମୋ ଦେଶ
ମା ପୁଅର ମୁହଁ କୁବି ଦେଖି ପାରିଲାନି କରୋନାର ଆତଙ୍କରେ ମା ପୁଅର ମୁହଁ କୁବି ଦେଖି ପାରିଲାନି କରୋନାର ଆତଙ୍କରେ
ମଣିଷ ହୋଇ ଦିବ୍ୟଜ୍ଞାନ ପାଇ ପଶୁ ଭଳି ଆଚରିଲା, ମଣିଷ ହୋଇ ଦିବ୍ୟଜ୍ଞାନ ପାଇ ପଶୁ ଭଳି ଆଚରିଲା,
ଝିଅ ମୋ ରାତିରେ ଜମାରୁ ଶୋଉନି , କାନ୍ଦୁଛି ବାପା ପାଖେ ଶୋଇବାକୁ... ଝିଅ ମୋ ରାତିରେ ଜମାରୁ ଶୋଉନି , କାନ୍ଦୁଛି ବାପା ପାଖେ ଶୋଇବାକୁ...
ଦୋକାନ ବଜାର ବେପାର ମାନ୍ଦା ବନ୍ଦ ହୋଇଗଲା ଯେତେକ ଧନ୍ଦା ଦୋକାନ ବଜାର ବେପାର ମାନ୍ଦା ବନ୍ଦ ହୋଇଗଲା ଯେତେକ ଧନ୍ଦା
କିନ୍ତୁ ଗୋଟେ କଥା ତାକୁ କିଛି କ୍ଷଣ ଲାଗି ନିଜର କରିବା, ନିହାତି ବୋକାମୀର ପରିଚୟ। କିନ୍ତୁ ଗୋଟେ କଥା ତାକୁ କିଛି କ୍ଷଣ ଲାଗି ନିଜର କରିବା, ନିହାତି ବୋକାମୀର ପରିଚୟ।
ଆଜି ଏ ଧରାରେ ପୋକମାଛି ପରି ମଣିଷ ଯାଉଛି ମରି ଏ ପାପ ନର୍କରୁ ଉଦ୍ଧାର କର ହେ ଆଜି ଏ ଧରାରେ ପୋକମାଛି ପରି ମଣିଷ ଯାଉଛି ମରି ଏ ପାପ ନର୍କରୁ ଉଦ୍ଧାର କର ହେ
ସେ ହୃଦେ ଆଘାତ ଦେଇଗଲ ଏତେ ସବୁ ହୋଇଲା ନିଃଶେଷ ସେ ହୃଦେ ଆଘାତ ଦେଇଗଲ ଏତେ ସବୁ ହୋଇଲା ନିଃଶେଷ
ତୁମ କୋଳେ ଯାଇ ମୁଣ୍ଡ ଗୁଞ୍ଜିଥିଲି , ଶେଷରେ ମୁଁ ସେ କୋଳ ହରେଇଲି, ତୁମ କୋଳେ ଯାଇ ମୁଣ୍ଡ ଗୁଞ୍ଜିଥିଲି , ଶେଷରେ ମୁଁ ସେ କୋଳ ହରେଇଲି,
ବେଳେବେଳେ ସେ ସମ୍ପର୍କ ସବୁକୁ ଝୁରେ... ଆଉ ଏତେ ସ୍ୱାର୍ଥପର ମୁଁ... ବେଳେବେଳେ ସେ ସମ୍ପର୍କ ସବୁକୁ ଝୁରେ... ଆଉ ଏତେ ସ୍ୱାର୍ଥପର ମୁଁ...
ମୋ ଭାବନା ସବୁକୁ ପୂର୍ଣ୍ଣଛେଦ ଦେଲାପରେ ଏବେ ତୁମେ ପାଲଟି ଯାଇଛ ମହାତ୍ମା ମୋ ଭାବନା ସବୁକୁ ପୂର୍ଣ୍ଣଛେଦ ଦେଲାପରେ ଏବେ ତୁମେ ପାଲଟି ଯାଇଛ ମହାତ୍ମା
ଫେରୁଛି ସେଉଠୁ, ସେଇଠି ଏବେ ଗଢ଼ି ଉଠିଛି ବସ୍ତିଟିଏ ଚନ୍ଦ୍ରକଳା ପରି ବଢୁଅଛି ମହାମାରୀ ଫେରୁଛି ସେଉଠୁ, ସେଇଠି ଏବେ ଗଢ଼ି ଉଠିଛି ବସ୍ତିଟିଏ ଚନ୍ଦ୍ରକଳା ପରି ବଢୁଅଛି ମହାମାରୀ
ଶେଷ ହେଉ ତା’ର ଏହି ପରାଭବ ଅବତରି ଜଗନ୍ନାଥ ନିଶ୍ଚୟ ରଖିବେ ନୀଳାଚଳ ପତି ପଦେ ମୋର ମଥାନତ ଶେଷ ହେଉ ତା’ର ଏହି ପରାଭବ ଅବତରି ଜଗନ୍ନାଥ ନିଶ୍ଚୟ ରଖିବେ ନୀଳାଚଳ ପତି ପଦେ ମୋର ମଥାନତ
ମୋ କୋଳରେ ତୁମେ ସୋଇ ଯାଉଥିଲ ମୋ ହାତ ଧରି ବାଟ ଚାଲୁଥିଲା ମୋ କୋଳରେ ତୁମେ ସୋଇ ଯାଉଥିଲ ମୋ ହାତ ଧରି ବାଟ ଚାଲୁଥିଲା
ମୋ' ପ୍ରେମ... ମୋ' ପ୍ରେମ କ'ଣ କିଛି କହୁନି ! ସେ ପରା ନୀରବ ପ୍ରେମ ! ମୋ' ପ୍ରେମ... ମୋ' ପ୍ରେମ କ'ଣ କିଛି କହୁନି ! ସେ ପରା ନୀରବ ପ୍ରେମ !
ବିବାହର ପର୍ବେ ବାଣ ରୋଷଣୀ ର ଅପବ୍ୟବହାର କରୁଛ ଆଜି । ବିବାହର ପର୍ବେ ବାଣ ରୋଷଣୀ ର ଅପବ୍ୟବହାର କରୁଛ ଆଜି ।
ତେଣୁ ମନ ମରିଯାଏ ଅବେଳାରେ ଆଉ ସ୍ବପ୍ନ ତା ପଛେ ପଛେ ବିଚରା ଇଚ୍ଛା ବା କରନ୍ତା କଣ ତେଣୁ ମନ ମରିଯାଏ ଅବେଳାରେ ଆଉ ସ୍ବପ୍ନ ତା ପଛେ ପଛେ ବିଚରା ଇଚ୍ଛା ବା କରନ୍ତା କଣ
ଗଛଟିଏ ବୋଲି ଏଡ଼େ ନିରିଦୟ କିଆଁ ପରକରି ଦେଉଛ ଗଛଟିଏ ବୋଲି ଏଡ଼େ ନିରିଦୟ କିଆଁ ପରକରି ଦେଉଛ
ତୋ ନୀରିହ ହସ ଭାଙ୍ଗିଲା ବିଶ୍ୱାସ ଲୁହ ସାଗରରେ ବୁଡାଇ ମୋତେ ସୁଖରେ ଜୁଆରେ ଭାଙ୍ଗୁ ତୁ ଲହଡ଼ି କଲା କର୍ମ ଶ... ତୋ ନୀରିହ ହସ ଭାଙ୍ଗିଲା ବିଶ୍ୱାସ ଲୁହ ସାଗରରେ ବୁଡାଇ ମୋତେ ସୁଖରେ ଜୁଆରେ ଭାଙ୍ଗୁ ତୁ ...
ସରଗ ଛାତିରେ ତାରା ଖେଳୁଛନ୍ତି ହସୁଛି ସେ ରୂପା ଜହ୍ନ, ସରଗ ଛାତିରେ ତାରା ଖେଳୁଛନ୍ତି ହସୁଛି ସେ ରୂପା ଜହ୍ନ,
ଚିତ୍ରକୂଟ ବସି ହେଲେଣି ହାଲିଆ ପଠାଇଛନ୍ତି ସହଚର ଯମଦ୍ବାର ଯିବା ପାଇଁ ଲୋଡାନାହିଁ ଚିତ୍ରକୂଟ ବସି ହେଲେଣି ହାଲିଆ ପଠାଇଛନ୍ତି ସହଚର ଯମଦ୍ବାର ଯିବା ପାଇଁ ଲୋଡାନାହିଁ