STORYMIRROR

kahnu charan sahu

Tragedy

3  

kahnu charan sahu

Tragedy

ଆଖିର ଲୁହ

ଆଖିର ଲୁହ

1 min
189

ପୁଅ ଦାଦନ

ଖଟିବାକୁ ଯାଇଛି

ବାହାର ରାଜ୍ୟ କୁ


ମାଆ ଅନେକ ବସିଥାଏ

ସବୁ ଦିନ ପୁଅ ଗଲା ପରେ

ତା ଫେରିବା ବାଟକୁ

ଘରେ ଦି ଟା ବଢ଼ିଲା ଝିଅ

ତାଙ୍କୁ ହାତକୁ ଦି ହାତ କରିଦେଲେ

ସବୁ ଚିନ୍ତାର ବୋଧେ ଘଟିଥାନ୍ତା ଅବଶାନ


ହେଲେ ଏ

ପୋଡା ମୁହିଁ କରୋନା

ଅକାଳେ ଆସି ଭେଣ୍ଡା ପୁଅଟାକୁ

କଞ୍ଚା ଖାଇଗଲା.....


ମା ପୁଅର ମୁହଁ କୁବି

ଦେଖି ପାରିଲାନି କରୋନାର ଆତଙ୍କରେ

କେବଳ ଝରେଇ ବସିଲା

ଚିରସ୍ରୋତା ସ୍ରୋତସ୍ୱିନୀ ପରି

ଆଖିର ଲୁହ ....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy