STORYMIRROR

SMRUTI RANJAN SAMAL

Tragedy

3  

SMRUTI RANJAN SAMAL

Tragedy

ଅଭୁଲା ଦିନ

ଅଭୁଲା ଦିନ

1 min
217

କେମିତି ଭୁଲିବି ସେ ଅଭୁଲା ଦିନକୁ

ଆଜି ବି ଅଛି ମୋ ମନେ

ପ୍ରତାରଣା କିଏ କାହାକୁ ଦେଇଛି

ପ୍ରତିଧ୍ଵନୀ କହେ ତୁମେ

ମୋ କୋଳରେ ତୁମେ ସୋଇ ଯାଉଥିଲ

ମୋ ହାତ ଧରି ବାଟ ଚାଲୁଥିଲା

କେମିତି ଗଲ ସବୁ ଭୁଲି

ଦିନେ ନ ଦେଖିଲେ ଋଷି ଯାଉଥିଲ

ଆଖିରୁ ଲୁହ କେତେ ଢାଳୁ ଥିଲ

ମିଛ ଅଭିନୟ ଥିଲା ମୋ ପାଇଁ ଖାଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy