STORYMIRROR

SMRUTI RANJAN SAMAL

Abstract

3  

SMRUTI RANJAN SAMAL

Abstract

ପ୍ରଥମ ଦେଖା

ପ୍ରଥମ ଦେଖା

1 min
302

ପ୍ରଥମ ଦେଖାରେ କରିଲ ନିଜର ଆଖିରେ ମିସାଇ ଆଖି

ସେଇ ଦିନ ଠାରୁ ହୃଦୟେ ରଖିଛି ପ୍ରକୃତି ରହିଛି ସାକ୍ଷୀ

ଭଲପାଇବାର ମଧୁ ଚଖାଇଲ କେତେ ଆପଣାର କରି

ପ୍ରେମ ବେଲି ଯେଉଁ ଦୁଇଟି ଅକ୍ଷର ମୋ ମନ ରେ ଦେଲ ଭରି

ଦିନେ ନ ଦେଖିଲେ ରହିପାର ନାହିଁ ହୁଅ ଖାଲି ମୋତେ ଝୁରି

ଆଖିରୁ ଆନ୍ତର ହୋଇ ଗଲେ ତୁମେ ବିରହ ରେ ହୁଏ ମୁଁ ଘାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract