SMRUTI RANJAN SAMAL
Others
ସବୁ ସପନ ମୋର ଆଜି ଭାଙ୍ଗି ଗଲା
ତୁମେ ଦୂରେଇ ଦେଲା ପରେ
ଓଠ ରୁ ମୋ ହସ ମଉଳି ଯାଇଛି
ଆଖି ଖୋଲି ଦେଲେ ଲୁହ ଝରେ
ତୁୁୁମ ପାଇଁ ଆଜି ମୋରି ଆଖିରେ
ଅସରା ଅସରା ଏ ଲୁହର ଧାର
ମୋ ଭଲ ପାଇବାର ଇଏ କେମିତିକା
ଦେଲ ତୁମେ ଉପହାର ।
ଅଭିନୟ
ଉପହାର
ଅଭୁଲା ଦିନ
ଏଇ ତ ଜୀବନ
ପ୍ରଥମ ଦେଖା