STORYMIRROR

Ranjan kumar Mohanty

Tragedy

3  

Ranjan kumar Mohanty

Tragedy

କରୋନା ଦୁଃଖ

କରୋନା ଦୁଃଖ

1 min
260

Dear Diary

କରୋନା କରୋନା ପଡିଛି ହୁରି

ଘରୁ ଆଉ ହେଉ ନାହିଁ ବାହାରି

କଣ ବା ପାରିବା କରି

ମଣିଷ ମରନ୍ତି ପିମ୍ପୁଡି ପରି


ଦୋକାନ ବଜାର ବେପାର ମାନ୍ଦା

ବନ୍ଦ ହୋଇଗଲା ଯେତେକ ଧନ୍ଦା

ଭାଗ୍ୟକୁ କରିଣ ନିନ୍ଦା

ସବୁରି ମୁହଁରେ ମାସ୍କ ବନ୍ଧା


ବାହାରେ ଗୋଡେଇ ପୋଲିସ ମାରେ

ମଣିଷ ମରୁଛି ଘର ଭିତରେ

ରହି ଭୋକ ଉପାସରେ

ଏ ଦୁଃଖ କହିଲେ ଜମା ନସରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy