STORYMIRROR

Nirupama Bhattamishra

Abstract

2  

Nirupama Bhattamishra

Abstract

ଅନାବନା

ଅନାବନା

1 min
34

ସେ ତା ଈଶ୍ୱରତ୍ୱ ବଜାୟ ରଖିବ 

 ସେଥିପାଇଁ କାଳେ କାଳେ

ମୂଁ ଦହଗଞ୍ଜ 

ଜୀବନ ଖୋଜୁ ଖୋଜୁ  

ନର୍କରେ ପହଂଚି ଯାଏ

କେତେବେଳେ 

ତଥାପି ଶାନ୍ତି ପାଏନା ସେ,

ଶବ୍ଦ ଅସ୍ତ୍ର ରେ କ୍ଷତ ବୀକ୍ଷତ କରେ,

 ମୂଁ ବାହାରିପଡ଼େ ଯୋଗିନୀ ର ମନ ନେଇ

ନିରବ ନିରସ୍ତ୍ର ଶାଣିତ

ନିର୍ଘୋଷ ଯାତ୍ରାରେ 

ତଥାପି ଅସ୍ତିତ୍ବ ରେ ଦାଗ ଲାଗେ 

ମନ ର ଦେହରେ ରେ ଚେଙ୍ଗ ଦିଆଯାଏ 

ସହିବାକୁ ହୁଏ 

ପ୍ରେମ ପାଇଁ ପ୍ରେମ ମନା 

ସେ ଦେହ ଭୋଗ କରେ 

ତା ଅହଂକାର ର 

ଅର୍ଗଳୀ ଭିତରେ ନିଖୋଜ

ଅତ୍ମୀୟତା ର ବରାଭୟ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract