Nirupama Bhattamishra
Romance
ତମେ ମନେ ପଡିଲେ
ଦି ଧାର ତତଲା ଲୁହ
ମୋ ଗାଲ ଛୁଇଁ
ବହିଯାଏ
ନିଃଶବ୍ଦ ଲାଗେ ଭିତରଟା
ଓଦା ଓଦା ଲାଗେ ମନ
ତମକଥା ଭାବେ
ବାରମ୍ବାର ତମେ ଛୁଇଁ ଯାଅ
ହୃଦୟ ର ସେ
ନିଷିଦ୍ଧ ଇଲାକା
ଯେଉଁଠି କେବଳ ତମ ସ୍ମୃତି
ଏବେ ବି ସତେଜ ।
ବର୍ଷା
ପ୍ରତୀକ୍ଷା
ଉଡାଣ
ବାବା
ଝିଅର ମନ ବୋଲି...
ଅନାବନା
ଦୃଶ୍ୟାନ୍ତର
ତମ ସେ ଛୁଆଁ
ଅନ୍ତଃସ୍ୱର
ସଂକ୍ରମଣ
ତୋଳି ବେନି ହସ୍ତ କଲ କୋଳାଗ୍ରତ ଗୁଞ୍ଜି ଉଠେ ବଂଶୀସ୍ୱନ ଯମୁନାର ଜଳେ ନାଚନ୍ତି କଲ୍ଲୋଳେ ତୋଳି ବେନି ହସ୍ତ କଲ କୋଳାଗ୍ରତ ଗୁଞ୍ଜି ଉଠେ ବଂଶୀସ୍ୱନ ଯମୁନାର ଜଳେ ନାଚନ...
ଆନନ୍ଦର ଭେଟି ଦେଲା ଆନନ୍ଦର ଭେଟି ଦେଲା
ଶ୍ରାବଣୀ ଶ୍ରାବଣୀ
ପ୍ରେମେ ହେଲେ ସୌଦାଗର ପ୍ରେମେ ହେଲେ ସୌଦାଗର
ତୁମ ବିନା ତୁମ ବିନା
ଯେତେ ଦୂରେ ଥିଲେ ବି ଏ ନିଃଶ୍ୱାସର ଗତି ଜଣେଇ ଦିଏ ମୋ ପାଶେ ଯେତେ ଦୂରେ ଥିଲେ ବି ଏ ନିଃଶ୍ୱାସର ଗତି ଜଣେଇ ଦିଏ ମୋ ପାଶେ
ରାଧା କୃଷ୍ଣ ଙ୍କର ପ୍ରୀତି ଅଭେଦ୍ୟ ପ୍ରୀତି ସେମିତି ଦିବାକର କମଳିନୀ ଙ୍କର ଜହ୍ନ, କୁମୁଦିନୀର କଳା ମେ ରାଧା କୃଷ୍ଣ ଙ୍କର ପ୍ରୀତି ଅଭେଦ୍ୟ ପ୍ରୀତି ସେମିତି ଦିବାକର କମଳିନୀ ଙ୍କର ଜହ୍ନ, କୁମୁଦ...
ବିରହିଣୀ ବିରହିଣୀ
ହୃଦୟର ସ୍ପନ୍ଦନବି ପ୍ରେମ ଗୀତି ଗାଏ ପ୍ରିୟତମା ମିଠା କଥା ଦେହ ମନ ଛୁଁଏ ପ୍ର ହୃଦୟର ସ୍ପନ୍ଦନବି ପ୍ରେମ ଗୀତି ଗାଏ ପ୍ରିୟତମା ମିଠା କଥା ଦେହ ...
ହସ ଦିବସ ହସ ଦିବସ
ପ୍ରୀତି ସିନ୍ଦୁକ ପ୍ରୀତି ସିନ୍ଦୁକ
ଅବୋଲକରା କାହାଣୀ ଅବୋଲକରା କାହାଣୀ
କୁଆଁରୀ ବୟସର ସେ ଦିନ ଗୁଡା ଆଜି ଭାରି ମନେ ପଡେ ଆମ ପ୍ରେମ କେତେ ନିବିଡ଼ ଥିଲା କାହା ବିନା ବଞ୍ଚିବା କୁଆଁରୀ ବୟସର ସେ ଦିନ ଗୁଡା ଆଜି ଭାରି ମନେ ପଡେ ଆମ ପ୍ରେମ କେତେ ନିବିଡ଼ ଥିଲା କାହା ବି...
କଣ୍ଟା ଫୁଲ କଣ୍ଟା ଫୁଲ
ଧିରେ ଧିରେ 'ତୁ' ରୁ 'ତମେ' ହେଇଗଲ ଆଜିବି ମନେ ଅଛି ସେଦିନ ଆଉ ସେ ଛନ୍ଦହୀନ କବିତା, ମନର ଭାଷାକୁ ବ ଧିରେ ଧିରେ 'ତୁ' ରୁ 'ତମେ' ହେଇଗଲ ଆଜିବି ମନେ ଅଛି ସେଦିନ ଆଉ ସେ ଛନ୍ଦହୀନ କବିତା, ...
ବିରହ,ମିଳନ,ପ୍ରେମ ନିଦର୍ଶନ ବିରହ,ମିଳନ,ପ୍ରେମ ନିଦର୍ଶନ
କେମିତି ଜଣେଇବି ମୁଁ ମୋ ମନର ଭାବ କେମିତି ଜଣେଇବି ମୁଁ ମୋ ମନର ଭାବ
ପାଳୁଅଛୁ ଆଜି ଧରୀତ୍ରୀ ଦିବସ ପୂଥିବୀର ପାଇଁ ସୁ‐ଦିବ୍ଯ ସାହସ ଭରି ଦେହେ ମନେପ୍ରାଣେ ॥ ଶୋଭା ସବୁଜିମ ପାଳୁଅଛୁ ଆଜି ଧରୀତ୍ରୀ ଦିବସ ପୂଥିବୀର ପାଇଁ ସୁ‐ଦିବ୍ଯ ସାହସ ଭରି ଦେହେ ମନେପ୍ରାଣେ ॥ ...
ପ୍ରଭାତ ପ୍ରଣତି କରେ ସୂର୍ଯ୍ୟ ନମସ୍କାର l ନମସ୍ତେ ନମସ୍ତେ ବିଶ୍ୱ ଚକ୍ଷୁ ଦିବାକର ll ପ୍ରଭାତ ପ୍ରଣତି କରେ ସୂର୍ଯ୍ୟ ନମସ୍କାର l ନମସ୍ତେ ନମସ୍ତେ ବିଶ୍ୱ ଚକ୍ଷୁ ଦିବାକର ll
କେବେ କେବେ ପ୍ରାଣ ପ୍ରସ୍ପୁଟିତ ହୁଏ ପୁଣି କେବେ ଝରା ଫୁଲ। ଆଶା ଆଙ୍କାକ୍ଷାର ନିଳିମା ଆକାଶେ ଅନ କେବେ କେବେ ପ୍ରାଣ ପ୍ରସ୍ପୁଟିତ ହୁଏ ପୁଣି କେବେ ଝରା ଫୁଲ। ଆଶା ଆଙ୍କାକ୍ଷାର ନିଳିମା ...