ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
କାହାକୁ ଯଦିଓ ବିଶ୍ୱାସ କରିବା
ସିଏ ଦିି ଏ ଏଠି ବିିି ଷ
କହାକୁ ଯଦିଓ ଶରଧା କରିବ
ସିଏ କରଇ ରୋଷ ।।
ଆପଣାର ବୋଲି ଭାବିିିିବ ଯାହାକୁ
ସିଏ ଅଚିହ୍ନା ମଣିଷ
ପରି କରି ଯାଏ ସାତ ପର ନିଜ
ଭାଙ୍ଗି ଦେଇ ଭବ୍ୟ ବାସ ।।
ଦୁଃ ଖେ ସାହା ସାଉଁଟି ରଖିଲେ ଯାକୁ
ସିଏ କଳ କୈ। ଶ ଳ କରି
ଘଡି ସନ୍ଧି କାଳ ଉପଯୁକ୍ତ ମଣି
ଗଳେ ଭୁଷି ଯାଏ ଛୁୁୀର ।।
ସ୍ନେହ କରି ଯାକୁ ରଖିବ ଆଦରେ
ଦେଇ ଘିଅ କ୍ଷୀର ଭାତ
ଖାଇ ପିଇ ସ୍ଵାର୍ଥ ପୁରଣ ହୋଇଲେ
ଓଲଟା ପ୍ରହାରେ ଲାତ ।।
ଖାଇଲା ଥାଳିରେ ପରିଶ୍ରା କରିିବ
ଅଚିହ୍ନା ମଣିଷ ପରି
ଧିକ ଧିକ ତା ଜୀବନ ପଶୁ ବୁଦ୍ଧି
ସ୍ଵାର୍ଥ ମତି ସାର୍ ଭରି ।।