Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Tragedy

3  

Mr.GAGAN BIHARI NAYAK

Tragedy

ଅଭିଶପ୍ତ ମୁଁ

ଅଭିଶପ୍ତ ମୁଁ

1 min
256



ଅଭିଶପ୍ତ ଏକ ବାଲି ଗରଡା ମୁଁ ।

ଝୁରେ ଆଖି ଲୁହ ଢାଳି ।

ନୀରବି ଯାଇଛି କେତେଯେ ସପନ ଶାମୁକା କଥାକୁ ଭାଳି (0)


ପଡି ରହିଛି ମୁଁ ଅସହାୟ ହୋଇ ।

ବେଳାଭୂମି ପରେ ଏକା ।

ଉର୍ମି ଭରା ଦିଶେ ଶାମୁକାର ପାଦ ।

ମିଳେନା ତାହାର ଦେଖା ।

ହଁ, ରେଖା ଟାଣିଦିଏ ସାଗର ଧୂମାଳ।

ପାରେନା ମୁଁ ତାକୁ ଟାଳି (୧)


ଶାମୁକା ଚିହ୍ନେନି କେବେ ମୋ ହୃଦୟ।

ଦରଦ ଭରା ମୋ ବ୍ଯଥା ।

ନିରବେ ସହିଛି କେତେ ଯେ ଆସିଛି ।

ଜୀବନେ ଜୁଆର ଭଟ୍ଟା ।

ହଁ,ଉତ୍ତାଳ ତରଙ୍ଗ ଛୁଇଁଦେଲେ ଅଂଗ ।

ଶିହରଣ ଦିଏ ଭରି (୨)


Rate this content
Log in

Similar oriya poem from Tragedy