Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Behera

Romance Classics Inspirational

3  

Prasanta Kumar Behera

Romance Classics Inspirational

ଅଭିସାରିକା

ଅଭିସାରିକା

1 min
210



ମୟୁର ଚନ୍ଦ୍ରିକା 

ପଦ୍ମାକ୍ଷୀ ମାନିନୀ

କରପଲ୍ଲବରେ ଧରିଛି ।


ଚନ୍ଦ୍ରିକାର ରଂଗେ 

ରଂଜିତ ମନେ

ଶ୍ୟାମ ମୋହନକୁ ଝୁରୁଛି l


ଘନନୀଳ ବସନରେ 

ରାଧିକା ମୋର 

କୁଞ୍ଜବନ ରାସ ଖୋଜୁଛି ।


ଯମୁନା ତଟର 

ପ୍ରେମ ପ୍ଲାବନରେ 

ହଜିଯିବା ସିନା ଲୋଡୁଛି l


ଅଭିସାରିକା 

ପ୍ରାଣସଖି ମୋର

ସଖା ବାହୁ ବଂଧନ ଚାହୁଁଛି ।


ମିଶିଯିବା ପାଇଁ 

ପ୍ରେମ ସାଗରରେ

ତରଂଗିଣୀ ସ୍ୱପ୍ନ ଦେଖୁଛି ।



Rate this content
Log in

Similar oriya poem from Romance