STORYMIRROR

kahnu charan sahu

Tragedy

3  

kahnu charan sahu

Tragedy

ଅଭିନେତ୍ରୀ

ଅଭିନେତ୍ରୀ

1 min
256

ଖୁବ ନିଖୁଣ

ଅଭିନୟ କଲ ତୁମେ

ସତେ ଯେମିତି

ସିନେମାର ଅଭିନେତ୍ରୀ


ମୁଁ ପ୍ରେମ କଲି

ତୁମେ ପ୍ରତାରଣା କଲ

ମୁଁ ନିଜର ଭାବିଲି

ତୁମେ ଜହର ଭରିଲ


ସମର୍ପି ଦେଇଥିଲି

ତୁମେ ପାଦତଳେ

ମୋ ପ୍ରେମ ସୁଖ ଦୁଃଖ

ହସ କାନ୍ଦ ଅନେକ କିଛି


ତୁମେ ଅଭିନୟ କଲ

ମୋ ପ୍ରେମ ର

ଭଲ ପାଇବାର

ନିଃସ୍ଵାର୍ଥ ପ୍ରେମରେ

ପାହାଚ ତୋଳିଲ ଅବିଶ୍ୱାସର ।



Rate this content
Log in

Similar oriya poem from Tragedy