Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Tragedy

4.0  

sudhakar sethi

Tragedy

ଆତଙ୍କି ,ଆତଙ୍କ ସୁଧାକର ସେଠୀ

ଆତଙ୍କି ,ଆତଙ୍କ ସୁଧାକର ସେଠୀ

1 min
11.7K


ରକ୍ତନିଗାଡି ରଚିଛ ଇତିହାସ 

ବଳିଦାନ କେବେବି ଯିବନି ବ୍ୟର୍ଥ

ଫୁଲଓ୍ବାମା ବୁକୁର ସେଦିନ ଘଟଣା 

ଥରାଇ ଦେଇଛି ସାରା ଭାରତବର୍ଷ।


ଆତତାୟିର ନିର୍ମମ ପ୍ରହାର

ଭୂଲିନି ଭୂଲିବନି ଏ ଜାତି

ତାର ସୁପୁତ୍ର ବୀର ସୈନିକର

ପ୍ରତି ରକ୍ତବିନ୍ଦୁ ଅଛି ସାଖି ।


କରିଛି ପଣ କରୁଛି ରଣ 

ଆତଙ୍କ ଆତଙ୍କି ସାଥେ 

ବଙ୍କର ଭାଙ୍ଗିଛି ଭାଙ୍କିଛି ଶୀବିର

ଘରେପଶି ମାରିଛି କେତେ ।


ଆତଙ୍କି ଆତଙ୍କ ନୁହଁଇ ଜାତି

ଏତ ହୀନ ମାନସିକତା

ଧ୍ବଂସ ପଥର ପଥିକ ସେମାନେ

ହିଂସାହିଁ ତାଙ୍କ ପରିଭାଷା ।


ବିଳମ୍ଵେ ହେଲେବି ବୁଝିଲାଣି ବିଶ୍ଵ

ବୁଝିଲାଣି ଏ ମାନବ ଜାତି

ଆତଙ୍କି ଆତଙ୍କ ବିନାଶ ଘଟିଲେ

ଜଗତେ ଫେରିଵ ଶାନ୍ତି ।


ହସିଵ ବିଶ୍ବ ଭାତୃ ପ୍ରେମେ

ରହିବନି ଆତଙ୍କି ଭୟ

ହେବ ଏ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି 

ହେବ ମାନବତାର ଜୟ।



Rate this content
Log in

Similar oriya poem from Tragedy