Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Others

3  

sudhakar sethi

Others

ଜୟ ଗୋପୀନାଥ

ଜୟ ଗୋପୀନାଥ

1 min
142


ଜୟ ଜୟ ଗୋପୀନାଥ

ଧନ୍ୟ ତୁମ ମହିମା

ଭକତ ପାଇଁ କଲ ଚୋରି

ବାଜିଲା ନିନ୍ଦା ନାଗରା ।


ଯୁଗେ ଯୁଗେ ଭକତ ବତ୍ସଳ

ଭକତର ବନ୍ଧୁ

ଭକତ ପାଇଁ ହୃଦୟ ଖୋଲା

ସତେ ମହା ସିନ୍ଧୁ ।


ଏତ ଗୁପତ ବୃନ୍ଦାବନ

ତବ ଲୀଳାଭୂମି

ନିସ୍ତରିଲି ନିସ୍ତରିଲି ପ୍ରଭୁ

ତବ ଦରଶନ ଲଭି ।


Rate this content
Log in