Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Romance

3  

Gunanidhi Samal

Romance

ଆରେ ସାଥୀ ଆ'

ଆରେ ସାଥୀ ଆ'

1 min
6.8K


ଆରେ ସାଥୀ ଆ....ଆରେ ସାଥୀ ଆ

ହଜିଯିବା ଆମେ ଦୁନିଆ କୁକୁରେ

ଭିଜି ଯିବା ଆମେ ଚାନ୍ଦିନୀ ରାତିରେ

ପୀରତି ସାଗରେ ଭରା ଯଉବନ

ବାହିବା ଜୀବନ ନାଆ.....

ଆରେ ସାଥୀ ଆ......।


ଆରେ ସାଥୀ ଆ....ଆରେ ସାଥୀ ଆ

ରାତିକୁ ନିଅଣ୍ଟ ଆଖିଏ ସପନ

ଆଖିର ପଲକେ ସରିଯାଏ ଦିନ

ଆଜି ନାହିଁ କାଲି ଫେରିବ ଫଗୁଣ

ବହିବ ପୂବେଇ ବାଆ.....

ଆରେ ସାଥୀ ଆ.........।


ଆରେ ସାଥୀ ଆ....ଆରେ ସାଥୀ ଆ

ମିଛ ଦୁନିଆରେ କିଏ ବା କାହାର

ଆଜି ଯେ ନିଜର କାଲି ସାତପର

ହସିବା ଖେଳିବା,ନାଚିବା ଗାଇବା

ରଖିଯିବା ଆମ ନାଆଁ......

ଆରେ ସାଥୀ ଆ.........।


ଗୁଣନିଧି ସାମଲ


Rate this content
Log in

Similar oriya poem from Romance