ମୋହନ
ମୋହନ
ମୋହନ ଫସିଛି ମୋହିନୀ ପ୍ରେମରେ
ନାହିଁ ତାର ନିସ୍ତାର।
କେତେଯେ ଆଳାପ ଧନ ସୁନା ଡାକ
ଦେଖି ମୋହନ ପାଗଳ।
ମୋହନ ମନରେ ପ୍ରେମ ଲଡୁ ଫୁଟେ
ଦେଖି ମହିନୀ ର ହସ।
ମରୀଚିକା ପଛେ ଧାଇଁଲେ ମୋହନ
ହେଇ ଯିବ ତୋର ଶେଷ।
ମୋହନ ନିଜକୁ ନୀଳକଣ୍ଠ ଭାବି
ପାନକରେ ପ୍ରେମ ବିଷ।
ମୋହନ ଫସିଛି ମୋହିନୀ ପ୍ରେମରେ
ନାହିଁ ତାର ନିସ୍ତାର।
କେତେଯେ ଆଳାପ ଧନ ସୁନା ଡାକ
ଦେଖି ମୋହନ ପାଗଳ।
ମୋହନ ମନରେ ପ୍ରେମ ଲଡୁ ଫୁଟେ
ଦେଖି ମହିନୀ ର ହସ।
ମରୀଚିକା ପଛେ ଧାଇଁଲେ ମୋହନ
ହେଇ ଯିବ ତୋର ଶେଷ।
ମୋହନ ନିଜକୁ ନୀଳକଣ୍ଠ ଭାବି
ପାନକରେ ପ୍ରେମ ବିଷ।