Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ଶ୍ରୀ ରାମଙ୍କ ପୂର୍ବ ପୁରୁଷ

ଶ୍ରୀ ରାମଙ୍କ ପୂର୍ବ ପୁରୁଷ

1 min
7



ରାମଙ୍କ ଥିଲେ ପୂର୍ବ ପୁରୁଷ

   ପିତା ଦଶରଥଙ୍କୁ

ଦଶରଥଙ୍କ ପିତା ହିଁ ଅଜ

  ଅଜଙ୍କ ନାଭାଗଙ୍କୁ।୧

ନାଭାଗ ପିତା ଯଯାତି ଅଟେ

   ନହୁସ ତାଙ୍କ ପିତା

ଅମ୍ବରିସ ହିଁ ନହୁସଙ୍କର

  ଭାରତକୁ ଯେ ଜିତା।୨

ଅମ୍ବରିସଙ୍କ ପିତା ପ୍ରଶସ

  ପ୍ରଶସଙ୍କର ମରୁ

ମରୁଙ୍କ ପିତା ଶୀଘ୍ରଗ ଜାଣ

  ଜୀବନେ ନୁହଁ ଭୀରୁ।୩

ଅଗ୍ନିବର୍ଣ୍ଣ ଅଟେ ଶୀଘ୍ରଗ ପିତା

   ଅଗ୍ନିବର୍ଣ୍ଣଙ୍କ ପ୍ରାଣ

ପିତା ଥିଲେ ହିଁ ତ ଆଦରର

  ନାମଟି ସୁଦର୍ଶନ।୪

ସୁଦର୍ଶନଙ୍କ ପିତା ସଙ୍ଖଣ

  ଆମ ଏ ଭାରତରେ

ପ୍ରବ୍ରୁଦ୍ଧ ଥିଲେ ସଙ୍ଖଣଙ୍କର

  ରଘୁର ହିଁ ବଂଶରେ।୫

ପ୍ରଥମ ରାଜା ରଘୁଙ୍କ ପାଇଁ

   ବଂଶର ନାମ ଏହି

ସଙ୍ଖଣଙ୍କର ପିତା ହିଁ ରଘୁ

  ଭାରତେ ଜ୍ୟୋତି ରହି।୬

      


Rate this content
Log in

Similar oriya poem from Abstract