Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

saswat sahoo

Romance

3  

saswat sahoo

Romance

ନବ ଯଉବନ ଅଉ ତୁମେ

ନବ ଯଉବନ ଅଉ ତୁମେ

1 min
148


ନବ ଯୋଉବନର ଛୁଆଁ

ମନରେ ଅସୁମାରୀ ସ୍ବପ୍ନ,

ମାତ୍ର ତୁମର କ୍ଷୀଣ ପ୍ଳବିତ ଛୁଆଁ

ଆଣିଦେଇଥିଲା ମୋତେ ଦିବାସ୍ବପ୍ନ l


ରଜନୀର ଗଭୀର ଆଲିଙ୍ଗନ

ମିଛଜାଲର ମାୟା ମାଧ୍ୟ୍ୟକର୍ଷଣ,

ମାତ୍ର ତୁମର ତରଙ୍ଗୟିତ ନୟନ

କରିଥିଲା ମୋତେ ସବୁଠୁ ବିକର୍ଷଣ 

କିବା ଦିବା କିବା ରାତ୍ର କିବା ଅପରାହ୍ନ

କିଛି ହେବାର ସୃଜନତା,

ମାତ୍ର ତୁମର ଅପହଞ୍ଚ କଠୋରତା

ମୋତେ ଦେଇଥିଲା କର୍ମରତା l


ମୁଁ ଖୋଜି ଖୋଜି ପଡ଼ିଥିଲି ଥକି ଜୀବନଚକ୍ରରେ 

କିଏ ତୁମେ ଅଉ ମୁଁ ଏ ସମୟ ଚକ୍ରରେ,

ମାତ୍ର ତୁମରପ୍ରସାଦିୟ ଅନ୍ତରଙ୍ଗତା

ଜୀବନରେ ଆଗକୁ ଯିବାର ବାରତା ।


Rate this content
Log in

Similar oriya poem from Romance